Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Jharkhand
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Nda
School
Cbi
Mathura
Fatehpur
Jodhpur

ଖଲ୍ଲିକୋଟ୍: ଯୁବରାଜ ବଙ୍ଗଳା ଠାରେ ମର୍ଦ୍ଦରାଜ ମହୋତ୍ସବ -୨୦୨୬ ଉଦ୍ଘାଟିତ, ଯୋଗଦେଲେ ମନ୍ତ୍ରୀ ଓ ବିଧାୟକ

Khalikote, Ganjam | Jan 11, 2026
ଖଲ୍ଲିକୋଟ ର ରାଜା ବାହାଦୁର ରାମଚନ୍ଦ୍ର ମର୍ଦ୍ଦରାଜ ଙ୍କ ୧୨୬ ତମ ଜୟନ୍ତୀ ଅବସରରେ ଆଜି ଯୁବରାଜ ବଙ୍ଗଳା ଠାରେ ମର୍ଦ୍ଦରାଜ ମହୋତ୍ସବ -୨୦୨୬ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆଜି ରାତି ପ୍ରାୟ ସାଢ଼େ ୮ ଟା ସମୟରେ ରାଜ୍ୟ ଅବକାରୀ ଓ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହୋତ୍ସବ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମର୍ଦ୍ଦରାଜ ସାଂସ୍କୃତିକ ପରିଷଦ ର ଉପସଭାପତି ଚନ୍ଦ୍ରଶେଖର ପଟ୍ଟନାୟକ ଓ ଡାକ୍ତର ହରପ୍ରସାଦ ମହାପାତ୍ର ମଞ୍ଚରେ ଉପସ୍ଥିତ ଥିଲେ ।
ଖଲ୍ଲିକୋଟ୍: ଯୁବରାଜ ବଙ୍ଗଳା ଠାରେ ମର୍ଦ୍ଦରାଜ ମହୋତ୍ସବ -୨୦୨୬ ଉଦ୍ଘାଟିତ, ଯୋଗଦେଲେ ମନ୍ତ୍ରୀ ଓ ବିଧାୟକ - Khalikote News