Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Accident
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
Cricket

ଖଲ୍ଲିକୋଟ୍: ଚିକିଲି କଲ୍ୟାଣ ମଣ୍ଡପ ଠାରେ ଧାନ ମଣ୍ଡି ଉଦଘାଟନୀ ଉତ୍ସବ ଅନୁଷ୍ଠିତ, ଯୋଗଦେଲେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ

Khalikote, Ganjam | Jan 15, 2026
ଖଲ୍ଲିକୋଟ ବ୍ଲକ ଚିକିଲି କଲ୍ୟାଣ ମଣ୍ଡପ ଠାରେ ଆଜି ଦିନ ୧୨ ଟା ସମୟରେ ଧାନ ମଣ୍ତିର ଶୁଭ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମା' ରାମଚଣ୍ଡୀ ଏସ ଏଚ ଜି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ଯୋଗଦେଇ ଧାନ ମଣ୍ତିର ଶୁଭ ଉଦଘାଟନ କରିଥିଲେ । ଏହି ଉଦଘାଟନୀ ଉତ୍ସବରେ ମା' ରାମଚଣ୍ଡୀ ଏସ ଏଚ ଜି ର ସଭାପତି ଅନିତା ପଢ଼ିଆରି, ସମ୍ପାଦକ ସୁଜ୍ଞାନି ପଢ଼ିଆରିଙ୍କ ସହ ଅଞ୍ଚଳର ବହୁ ସଂଖ୍ୟାରେ ଚାଷୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।
ଖଲ୍ଲିକୋଟ୍: ଚିକିଲି କଲ୍ୟାଣ ମଣ୍ଡପ ଠାରେ ଧାନ ମଣ୍ଡି ଉଦଘାଟନୀ ଉତ୍ସବ ଅନୁଷ୍ଠିତ, ଯୋଗଦେଲେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ - Khalikote News