ନବରଙ୍ଗପୁର ପୋଲିସ ଷ୍ଟେସନ: କୃଷକ ବଜାର ରେ ଆୟୋଜିତ ଲକ୍ଷ୍ମୀ ପୂଜା ରେ ଯୋଗଦେଲେ ବିଧାୟକ
କୃଷକ ବଜାର ରେ ଆୟୋଜିତ ଲକ୍ଷ୍ମୀ ପୂଜା ରେ ଯୋଗଦେଲେ ବିଧାୟକ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ ଆଜି ସହର ସ୍ଥିତ କୃଷକ ବଜାର ରେ ଆୟୋଜିତ ମା ଗଜ ଲକ୍ଷ୍ମୀ ଙ୍କ ପୂଜାରେ ଯୋଗଦେଇଥିଲେ ଏହି ଅବସର ସେ କମିଟି ସଦସ୍ୟ ମାନଙ୍କ ସହ ବଜାର ର ଉନ୍ନତି କରଣ ପାଇଁ ଆଲୋଚନା କରିଥିଲେ, କୃଷକ ବଜାର ର ସଭାପତି ଶ୍ରୀ ପ୍ରଭାତ ସ୍ୱାଇଁ ଙ୍କ ସମସ୍ତକମିଟି ସଦସ୍ୟ ମାନେ ଉପସ୍ଥିତ ଥିଲେ