ବୁଧବାର ଜିଲ୍ଲାରେ ହେଇପାରେ ବର୍ଷା ଏଭଳି ପୂର୍ବାନୁମାନ କରି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଙ୍ଗ ଜାରି କଲା ରାଜ୍ୟ ପାଣିପାଗ ବିଭାଗ ବୁଧବାର ଘଡ ଘଡି ବର୍ଷା ସହ ଘଣ୍ଟା ପ୍ରତି 30 ରୁ 40 କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି ବୋଳି ମଙ୍ଗଳବାର ଦିନ 2ଟାରେ ଜିଲ୍ଲା ଜରୁରୀ କାଳୀନ ବିଭାଗ କୁ ଏଇ ୟେଲୋ ୱାର୍ଣ୍ଣିଙ୍ଗ ର ସତର୍କତା ଜାରି କରା ଯାଇଛି