ଆସିକା: ସିଙ୍ଗିଡା ନଦେବାରୁ ଜଳଖିଆ ଦିକାନୀକୁ ନିର୍ଧୁମ ଛେଚିଲେ ଗ୍ରାହକ,ଦୋକାନୀ ଗୁରୁତର,ତିନି ଆହାତ,ଘଟଣା ଘଟିଛି ଅଶୋକ ସିନେମା ହଲ ଛକ ନିକଟରେ
Asika, Ganjam | Sep 7, 2025
ଗଞ୍ଜାମ ଜିଲ୍ଲା ଆସିକା ସହର ରେ ଘଟିଛି ଅଭାବନୀୟ ଘଟଣା l ଜଳଖିଆ ଦୋକାନୀ ସିଙ୍ଗିଡା ନଦେବାରୁ ଘଟିଲା ତୁମୁଳ କାଣ୍ଡ l ଗ୍ରାହାକ ଜଳଖିଆ ଦୋକାନୀ...