ଜିଲ୍ଲା ମହୋତ୍ସବ ମଣ୍ଡେଇ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ, ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ମହେଶ୍ୱର ସ୍ୱାଇଁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ମନୋଜ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଘାସିଆ ହରିଜନ ପ୍ରମୁଖ ପ୍ରତିଯୋଗୀତା ର ଶୁଭାରମ୍ଭ କରି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ, ଏହି ପ୍ରତିଯୋଗୀତା ରେ ଜିଲ୍ଲାର ବହୁ କଳାକାର ଭାଗ ନେଇ ମଣ୍ଡେଇ ସମ୍ପର୍କିତ ବିଭିନ୍ନ ଚିତ୍ର କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର କାନ୍ଥ ରେ ଆଙ୍କି ଥିଲେ