ନବରଙ୍ଗପୁର ପୋଲିସ ଷ୍ଟେସନ: ତେନ୍ତୁଳୀଖୁଣ୍ଟି ଥାନାରେ ଦୁର୍ଗାପୂଜା କମିଟି ଓ ପୁଲିସ ର ସମନ୍ୱୟ ବୈଠକ ଅନୁଷ୍ଠିତ
ତେନ୍ତୁଳୀଖୁଣ୍ଟି ଥାନାରେ ଦୁର୍ଗାପୂଜା କମିଟି ଓ ପୁଲିସ ର ସମନ୍ୱୟ ବୈଠକ ଚଳିତ ବର୍ଷ ତେନ୍ତୁଳିଖୁଣ୍ଟି ସଦର ମହକୁମ୍ମା ଠାରେ ଦଶହରା ପୂଜା ଶାନ୍ତି ଶୃଙ୍ଖଳା ର ସହ ଧୂମାଧାମ ରେ ପାଳନ କରାଯିବ। ପୁଲିସ ର ରହିବ ସମ୍ପୂର୍ଣ ସହଯୋଗ । କୌଣସି ବିଶୃଙ୍ଖଳା ହେଲେ ପୁଲିସ ପକ୍ଷରୁ ନିଆଯିବ କାର୍ଯ୍ୟାନୁଷ୍ଠାନ। ଆଜି ତେନ୍ତୁଳିଖୁଣ୍ଟି ଥାନା ପରିସରରେ ଆୟୋଜିତ ଦୁର୍ଗାପୂଜା କମିଟି ଓ ପୁଲିସ ର ସମନ୍ୱୟ ବୈଠକ ରେ ଏଭଳି ବାର୍ତ୍ତା ଦେଇଛନ୍ତି ଥାନା ଅଧିକାରୀ ପ୍ରଣବ କୁମାର ଟୁଡୁ ।