Public App Logo
Jansamasya
News
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Nsui
Pmmodi
Rahulgandhi
यूपी
कानपुर
Pm
Uttarpradesh
Haryana

ନର୍ଲା: ମାଣ୍ଡେଲ ଗ୍ରାମ ରେ ଜଗନ୍ନାଥ ମନ୍ଦିର କୁମ୍ଭଭରା ଓ ପବିତ୍ର ମଣ୍ଡି ମରା ଉତ୍ସଵ ପାଳନ

Narala, Kalahandi | Nov 30, 2025
ଆଜି ପୂର୍ବାହ୍ନ ଏଗାର ଘଣ୍ଟା ସମୟରୁ ଅପରାହ୍ନ ତିନିଟା ପର୍ଯ୍ୟନ୍ତ ନର୍ଲା ବ୍ଳକ୍ ଅନ୍ତର୍ଗତ ମାଣ୍ଡେଲ ଗ୍ରାମରେ ଜଗତର ନାଥ ଜଗନ୍ନାଥଙ୍କ ମନ୍ଦିର ମଣ୍ଡିମରା ଓ କୁମ୍ଭାଭରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ହଜାର ହଜାର ସଂଖ୍ୟାରେ ପୁରୁଷ ମହିଳା ମାନେ ଉପସ୍ଥିତ ରହିଥିଲେ ଓ ପ୍ରଭୁ ଙ୍କ ଆର୍ଶ୍ରିବାଦ ନେଇଥିଲେ