ଚମ୍ପୁଆ: କାଶିଆ ପ୍ରାଥମିକ ବିଦ୍ୟାଳୟରେ ବଡବିଲ ପୋଲିସ ପକ୍ଷରୁ ଜନ ସମ୍ପର୍କ ମେଳା ଓ ମାଗଣା ସ୍ବାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ
ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ପାଇଁ ବଡବିଲ ପୋଲିସ ପକ୍ଷରୁ ଆଜି ସେରେଣ୍ଡା ପଞ୍ଚାୟତର କାଶିଆ ପ୍ରାଥମିକ ବିଦ୍ୟାଳୟରେ ଜନ ସମ୍ପର୍କ ମେଳା ଓ ମାଗଣା ସ୍ବାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଯାହାକୁ ଉଦଘାଟନ କରିଥିଲେ ବଡବିଲ ଏସଡିପିଓ ଶ୍ରୀ ଦେବେନ୍ଦ୍ରନାଥ ପିଙ୍ଗୁଆ।