କୋରାପୁଟ ସହର: ସୁବର୍ଣ୍ଣପୁର ଜିଲ୍ଲା ପଞ୍ଚାୟତ ପ୍ରତିନିଧିଙ୍କ କୋରାପୁଟ ଗସ୍ତ ଡୁମୁରିପୁଟ ମିଶନ ଶକ୍ତି କାଫେର ପରିଦର୍ଶନ
Koraput Town, Koraput | Aug 21, 2025
ସୁବର୍ଣ୍ଣପୁର ଜିଲ୍ଲାର ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କ ଏକ ଦଳ ତିନି ଦିନିଆ କୋରାପୁଟ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ବ୍ଲକ ପରିଦର୍ଶନ...