ବଡସାହି: ପଣ୍ଡୁଗଡିଆ ୧୪ନଂୱାର୍ଡରେ ଡ୍ରେନେଜ ସମସ୍ୟାକୁ ନେଇ ଜଳବନ୍ଦୀ ଅବସ୍ଥାରେ ଥିବା ଗ୍ରାମବାସୀ ଗାଁରେ ରଖିଲେ ପ୍ରତିକ୍ରିୟା
#jansamasya
Barsahi, Mayurbhanj | Sep 5, 2025
ବେତନଟୀ ଗ୍ରାମପଞ୍ଚାୟତ ଅଧୀନ ୧୪ନମ୍ବରୱାର୍ଡ ପଣ୍ଡୁଗଡିଆ ଠାରେ ଲଘୁଚାପ ଜନିତ ଲଗାଣବର୍ଷାରେ ବର୍ଷାଜଳ ନିଷ୍କାସନ ହୋଇନପାରି ଗାଁ ମୁଖ୍ୟ କଂକ୍ରିଟ...