ବଡ ଧରଣ ଚୋରୀ ରୁ ଅଳ୍ପକେ ବର୍ତ୍ତିଯାଇଛି ଦୁଇଟି ସରକାରୀ ପ୍ରତିଷ୍ଠାନ l ମୁଖଫାଟକ ତାଲା ଚୋର କାଟିଲେ ହେଲେ ଚାରି କରିବାରେ ସଫଳ ହୋଇପାରିଲେନି l ଏହିଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ନୂଆଗାଁ ପୋଷ୍ଟଅଫିସ ଏବଂ ତାପାଖରେ ରହିଥିବା ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ରେ l ଚୋର ଉଭୟର ତାଲା ଭାଙ୍ଗିଥିବା ବେଳେ କୌଣସି ଚୋରି ହୋଇନଥିବା ଜଣା ପଡିଛି I ଘଟଣା ସ୍ଥଳରେ ଆସିକା ପୋଲିସ ପହଞ୍ଚି ଆଖ ପାଖର ସିସିଟିଭି ଯାଞ୍ଜ କରିବା ସହ ତଦନ୍ତ ଜାରି ରଖିଛି l ତେବେ ଏହା ପୂର୍ବରୁ ମଧ୍ୟ ଥରେ ନୂଆଗାଁ ପୋଷ୍ଟଅଫିସ ରୁ ଚୋରି ପ୍ରୟାସ କରି ବିଫଳ ହୋଇଥିଲା ଚୋର l