କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଏବଂ କଳାହାଣ୍ଡିବାସୀଙ୍କ ଆଶା ଭରସା ହେଉଛନ୍ତି ମା ମାଣିକେଶ୍ଵରୀ। । କେନ ଭାବରେ ଭବାନୀପାଟଣା ପୌରପରିଷଦ ଅଫିସ୍ ପୁରା ଭବାନୀପାଟଣା ସହରରେ ଲଗା ଯାଇଥିବା ବିଭିନ୍ନ ଡଷ୍ଟବିନ୍ ମାନଙ୍କରେ ମା ମାଣିକେଶ୍ଵରୀ ମନ୍ଦିରର ଫୋଟୋ ଲଗେଇବା ଦୁର୍ଭାଗ୍ଯଜନକ ଏବଂ ଅପରାଧ। ଏହା କଲାହାଣ୍ଡିବାସୀଙ୍କ ଆସ୍ଥା ଏବଂ ଧାର୍ମିକ ଭାବନା ପ୍ରତି କୁଠାରଘାତ କରିଛି ମୁନିସିପାଲିଟି। ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ହେବାକୁ ଯାଉଛି। ଏହାର ବିଚାର କରିବେ କଲାହାଣ୍ଡିବାସୀ। ଆଜି ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ