ପୋଲସରା: ପୋଲସରା ଅଞ୍ଚଳର ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ରେ ସ୍ୱାଧୀନତା ଦିବସ ପାଳିତ,ବ୍ଲକକାର୍ଯ୍ୟାଳୟ କାର୍ଯ୍ୟକ୍ରମରେ ପତକାଉତ୍ତଳନ କଲେ ବିଡ଼ିଓ
Polasara, Ganjam | Aug 15, 2025
ଗଞ୍ଜାମ ଜିଲ୍ଲା ପୋଲସରା ରେ ମଧ୍ୟ ବଡ଼ ଧୁମଧାମ ରେ ପାଳିତ ହୋଇଛି ସ୍ୱାଧୀନତା ଦିବସ l ବିଦ୍ୟାଳୟ ହେଉକି ମହାବିଦ୍ୟାଳୟ l ସରକାରୀ ଅନୁଷ୍ଠାନ...