ଭୁବନେଶ୍ୱର ବିମାନବନ୍ଦରରେ ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭବ୍ୟ ଓ ଉତ୍ସାହପୂର୍ଣ୍ଣ ସ୍ୱାଗତ।
ଓଡ଼ିଶାର ବିକାଶ, ଶିକ୍ଷା, କୌଶଳ ବିକାଶ ଏବଂ ସୁଶାସନ ପ୍ରତି ତାଙ୍କର ଦୂରଦର୍ଶୀ ନେତୃତ୍ୱ, ସୁଦୃଢ଼ ସଂଗଠନ କୌଶଳ ଓ ନିଷ୍ଠାପୂର୍ଣ୍ଣ ସେବାଭାବ ସମଗ୍ର ରାଜ୍ୟବାସୀଙ୍କ ପାଇଁ ପ୍ରେରଣାର ଉତ୍ସ।
ଜୟ ଜଗନ୍ନାଥ। 🙏 BJP Odisha Dharmendra Pradhan
#DharmendraPradhan #ଧର୍ମେନ୍ଦ୍ରପ୍ରଧାନ #BhubaneswarAirport #Odisha #OdishaDevelopment #NewsUpdate #DinaratiTV
Jeypore, Koraput | Jul 29, 2026