ବସ୍ ଧକ୍କାରେ ଜଣେ ବାଇକ୍ ଚାଳକ ଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ସୁଚନା ମୁତାବକ ସମ୍ବଲପୁର ରୁ ଅନୁଗୋଳ ଅଭିମୁଖେ ଆସୁଥିବା ଏକ ଯାତ୍ରୀବାହୀ ବସ୍ ଜରପଡା କୁମୁସି ଛକ ନିକଟରେ ହୋଇଥିବା ବେଳେ ଠାକୁରଗଡ଼ ଥାନା ଅନ୍ତର୍ଗତ କିର୍ତିବାସପୁର ଗ୍ରାମର ଶତୃଘ୍ନ ସାହୁ ଏକ ବାଇକ୍ ରେ ଯାଉଥିବା ବେଳେ ପଛରୁ ବସ୍ ଟି ଧକ୍କା ଦେଇଥିଲା ଯାହା ଫଳରେ ଶତୃଘ୍ନ ରାସ୍ତା ଉପରେ ଛିଟିକି ପଡ଼ିଥିଲେ ଖବର ପାଇ ଘଟଣାସ୍ଥଳରେ ଜରପଡା ପୋଲିସ ପହଞ୍ଚି ଗୁରୁତର ଶତୃଘ୍ନ କୁ ପୋଲିସ ଗାଡିରେ ଉଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲ