ଆସନ୍ ଆନନ୍ଦପୁର ଦେଇ ଯାଇଥିବା ୨୦ ନଂ ଜାତୀୟ ରାଜପଥର ଶାଳପଡା ଛକ ଠାରେ ଆସନ୍ତା କାଲି ହେବାକୁ ଥିବା ରାସ୍ତା ରୋକ ଆନ୍ଦୋଳନ ପ୍ରତ୍ଯାହୃତ ହୋଇଛି ା ସୂଚାନା ଦେଲେ ସାମାଜୀକ ସଙ୍ଗଠନ ମେ.ଆଇ .ହେଲ୍ପ.ୟୁ କ୍ଲବ୍ ଓ ବ୍ଯାସାୟୀ ସଂଘ ା ଶାଳପଡା ଛକ ଠାରେ ଜାତିୟ ରାଜପଥ ଉପରେ ନୁଆଁକରି ନିର୍ମାଣ ହେଉଥିବା ଏକ ଓଭରବ୍ରିଜ୍ ୧୮ ମାସ ହେବ କାମ ଚାଲୁଛି ,ହେଲେ କାମ ସରିବାର ନା ଧରୁନି ା