କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ପୁରୁଷୋତ୍ତମପୁର ବ୍ଲକ ଠାରେ ଆଜି ପ୍ରକୃତ ହିତାଧିକାରୀ ଙ୍କୁ ଚିହ୍ନଟ କରାଯାଇ ପଟ୍ଟା ବଣ୍ଟନ କରାଯାଇଛି
Kabisuryanagar, Ganjam | Sep 6, 2025
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ପୁରୁଷୋତ୍ତମପୁର ବ୍ଲକ ୧୧ ଗୋଟି ପଞ୍ଚାୟତ ରେ ପ୍ରକୃତ ଜନସାଧାରଣ ଙ୍କୁ ଭତ୍ତା ବଣ୍ଟନ...