ତାରାଗାଁରେ ଜଣେ ଯୁବତୀଙ୍କ ସନ୍ଦେହଜନ ମୃତ୍ୟୁ ହୋଇଛି। ତାଙ୍କ ନାଁ ମନାଲିସା ସେଠୀଆ (୩୫)। ଶନିବାର ବିଳମ୍ବିତ ରାତି ଯାଏଁ ସିଲେଇ ମେଶିନରେ କାମ କରୁଥିବା ତାଙ୍କ ଭଉଣୀ ଦେଖିଥିଲେ । ସକାଳ ପାହିଲା ବେଳ କୁ ମେଶିନ୍ ନିକଟରେ ଟଳି ପଡିଥିବା ବେଳେ ତାଙ୍କର ଦୁଇଟି ହାତରେ କ୍ଷତଚିହ୍ନ ରହିଛି। ତେବେ ବିଦ୍ୟୁତ ସଂସ୍ପର୍ଶରେ ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ୍ ସନ୍ଦେହ କରୁଥିବା ବେଳେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ତେଣୁ ସାଇଣ୍ଟିଫିର୍ ଟିମ୍ ପହଞ୍ଚ ତଦନ୍ତ କରୁଥିବା ନବରଙ୍ଗପୁର ଏସଡିପିଓ କୃଷ୍ଣଚନ୍ଦ୍ର ଭତରା କହିଛନ୍ତି