Public App Logo
Jansamasya
National
���ीएसटी
Happydiwali
Railinfra4andhrapradesh
Nextgengst
Cybersecurityawareness
Pmmsy
Diwali2025
Fidfimpact
Matsyasampadasesamriddhi
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ପୋଲସରା: ଖୋଳଖାଳି ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ବୃଦ୍ଧା ମୃତ

Polasara, Ganjam | Oct 18, 2025
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଖୋଳଖାଳି ଗ୍ରାମରେ ବିଷାକ୍ତ ସାପ କାମୁଡା ରେ ଜଣେ ବୃଦ୍ଧା ଙ୍କ ମୃତ୍ୟୁ ହୋଇଛି l ମୃତ ବୃଦ୍ଧା ସେହି ଗ୍ରାମର ଛାୟା ପ୍ରଧାନ ହୋଇଥିବା ଜଣାପଡିଛି l ଛାୟା ନିଜ ଘର ପଛପଟେ ଘରୋଇ କାର୍ଯ୍ୟ କରିବା ସମୟରେ ସର୍ପା ଘାତ ର ଶିକାର ହୋଇ ଗୁରୁତର ହୋଇଥିଲେ l ପରିବାର ଲୋକେ ତାଙ୍କୁ ଉଧାରକରୀ ଚିକିତ୍ସା ନିମନ୍ତେ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି କରିଥିବା ବେଳେ ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ଛାୟା ଙ୍କ ମୃତ୍ୟୁ ହୋଇଛି l

MORE NEWS