ଟିଟିଲାଗଡ: ଟିଟିଲାଗଡ଼ ଲାୟନ୍ସକ୍ଲବ ତରଫରୁ ପିତୃ ପକ୍ଷ ସେବା ପ୍ରଦାନ ଅଷ୍ଟମ ଦିନରେ - ଯୋଗଦେଲେ ଓମ ଭ୍ୟାଲି ସ୍କୁଲର ଚେୟାରମେନ ଶ୍ରୀ ଦୀପକ ସାହୁ।
ଚଳିତ ବର୍ଷ ପ୍ରଥମ ଥର ପାଇଁ ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ପିତୃ ପକ୍ଷ ସେବା କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ ପିତୃ ପକ୍ଷ ଆରମ୍ଭ ଦିନଠାରୁ ଏହି ସେବା କାର୍ଯ୍ୟ ଆଜି ଅଷ୍ଟମ ଦିନରେ ପହଞ୍ଚିଛି। ସଭାପତି ଶ୍ରୀ ସଞ୍ଜୟ ସୋନିଙ୍କ ସଭାପତିତ୍ବରେ ଆଜିର ଏହି ସେବା କାର୍ଯ୍ୟରେ ଯୋଗ ଦେଇଥିଲେ ଟିଟିଲାଗଡ଼ ଓମ ଭ୍ୟାଲି ସ୍କୁଲର ଚେୟାରମେନ ତଥା ଲାୟନ୍ସ କ୍ଲବର ଏମ ଯେ ଏଫ୍ ସଦସ୍ୟ ଶ୍ରୀଯୁକ୍ତ ଦୀପକ ସାହୁ। ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଗରିବ ଅସହାୟ ଦରିଦ୍ର ନାରାୟଣଙ୍କୁ ଏହି ସେବା ପ୍ରଦାନ କରାଯାଉଛି। ଏହି ଅବସରରେ କ୍ଲବର ପୂର୍ବତନ ସଭାପତି , ସମ୍ପାଦକ, ପ୍ରୋଜେକ୍ଟ ଚେୟାରମେନଙ୍କ ସମେତ