କେନ୍ଦୁଝର ସହର: କଞ୍ଚନପୁର ନିକଟରେ ଅଟୋ ଓ ବାଇକ୍ ମଧ୍ୟରେ ଧକ୍କା, ୨ ଗୁରୁତର
ରିମୁଳି-ଚମ୍ପୁଆ ରାସ୍ତାର କଞ୍ଚନପୁର ନିକଟରେ ଆଜି ଏକ ଅଟୋ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇଜଣ ଗୁରୁତର ହୋଇଥିବା ବେଳେ ତାଙ୍କୁ ମେଡିକାଲ ସ୍ଥାନାନ୍ତର କରା ଯାଇଥିବା ସୂଚନା ରହିଛି।