ସ୍ଥାନୀୟ ଧନୁପାଲି ପୁଲିସ ଏକ କାର ଓ ଗଞ୍ଜେଇ ସହିତ ୬ ଜଣଙ୍କୁ ଗିରଫ କରିଛି । ପୁଲିସ ପେଟ୍ରୋଲିଂ ସମୟରେ ମଙ୍ଗଳବାର ସକାଳ ସମୟରେ ଏକ କାର ସନ୍ଦିଗ୍ଧ ରୂପେ ଗୋବିନ୍ଦତୋଲା – ବିନାଖଣ୍ଡୀ ରାସ୍ତାରେ ଛିଡା ହୋଇଥିବାର ଖବର ପାଇ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ଉକ୍ତ କାରରେ ୬ ଜଣ ବ୍ୟକ୍ତି ଯଥା ଭୂତାପଡା ନିବାସୀ ଆଶିଷ ନାଏକ (୨୩), ସୋନପୁର ଜିଲ ସର୍ଗିପାଲି ନିବସୀ ରାକେଶ ମହାନନ୍ଦ (୨୩), ମଧ୍ୟପ୍ରଦେଶ ରାଜ୍ୟର ଗୁନ ଜିଲା ନିବସୀ ଦୁର୍ଗା କଚ୍ଛୀ (୩୦), ସୋନୁ ପାଲ (୨୪), ପୱନ କଚ୍ଛୀ (୨୪) ଏବଂ ଦାମୋ ଜିଲାର ବସନ୍ତ ପଟେଲ (୩୫) ଙ୍କୁ ଧରିଥିଲା । କାରକୁ ଯାଞ୍ଚ ସମୟରେ ଏକ ଜରି ବସ୍ତା ମଧ୍ୟରେ ୨