ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଭୁବନେଶ୍ୱର ଝାରପଡ଼ାରେ ଦୁର୍ଗାପୂଜା ବିବାଦ;ଏନେଇ ଜୟଦେବ ଭବନରେ ପ୍ରତିକ୍ରିୟା ରଖିଲେ ବରିଷ୍ଠ ନେତା ସୁରେଶ ରାଉତରାୟ
Bhubaneswar M Corp, Khordha | Aug 26, 2025
ଝାରପଡ଼ାରେ ଦୁର୍ଗାପୂଜା ହେବ କି ନାହିଁ ଆଜି ହାଇକୋର୍ଟ ନିଷ୍ପତ୍ତି ନେବେ। ଏହାକୁ ନେଇ ଝାରପଡ଼ା ଗାଁ ମଧ୍ୟରେ ବିବାଦ ତେଜିଛି। ଦୁଇପକ୍ଷର...