ପଟ୍ଟାଙ୍ଗୀ: ମରିବୁ ପଛେ ନାଗେଶ୍ବରୀ ପର୍ବତରୁ ଖଣି ଖନନ ହେବାକୁ ଦେବୁ ନାହିଁ ବୋଲି କୋରାପୁଟରେ ନାଗେଶ୍ଵରୀ ପର୍ବତ ସୁରକ୍ଷା ସମିତି ସଦସ୍ୟା କହିଛନ୍ତି
ଆଦିବାସୀଙ୍କ ଜଙ୍ଗଲ,ଜଳ ଓ ପର୍ବତ ସୁରକ୍ଷା ସହ ନନ୍ଦପୁର ବ୍ଳକର ନାଗେଶ୍ବରୀ ପର୍ବତ ସୁରକ୍ଷା ସମିତି ଲଢେଇ କରି ଆସୁଛି ଆଗକୁ ମଧ୍ୟ କରିବ ବୋଲି ସୋମବାର ଦିନ ୩ଘଣ୍ଟା ସମୟରେ କୋରାପୁଟରେ ପ୍ରତିକ୍ରିୟା ରଖିଛନ୍ତି ସମିତି ସଦସ୍ୟା ଲକ୍ଷ୍ମୀ ଶିଶା। ମରିବୁ ପଛେ ନାଗେଶ୍ଵରୀ ପର୍ବତରୁ ଖଣି ଖନନ ହେବାକୁ ଦେବୁ ନାହିଁ ବୋଲି ସୂଚନା ଦେଇଛନ୍ତି।