ଟିଟିଲାଗଡ: ଟିଟିଲାଗଡ଼ରେ ୪୦ ତମ ଜାତୀୟ ଆଖିଦାନ ସଚେତନତା ରେଲି - ଏସ ସିଡି ଚକ୍ଷୁ ଚିକିତ୍ସାଳୟ,ଲାୟନ୍ସ କ୍ଲବ, ମାରୱାଡ଼ି ମହିଳା ମଣ୍ଡଳ ସାମିଲ
Titlagarh, Balangir | Sep 4, 2025
ଅଗଷ୍ଟ ମାସର ୨୫ ତାରିଖ ଠାରୁ ସେପ୍ଟେମ୍ବର ୮ ତାରିଖ ପର୍ଯ୍ୟନ୍ତ ୪୦ ତମ ଜାତୀୟ ଆଖି ଦାନ ସଚେତନତା ପକ୍ଷ ପାଳନ କରାଯାଉଥିବା ବେଳେ ଗୁରୁବାର...