ପୁରୀ ମ୍ୟୁନିସିପାଲଟି: ଆସନ୍ତା କାଲି ପୁରୀ ଜିଲ୍ଲା ରେ ପ୍ରବଳ ବର୍ଷା ପବନ ସହ ଘଡ଼ଘଡ଼ି ବିଜୁଳି ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣି ଜାରିକରାଯାଇଛି
Puri M, Puri | Sep 15, 2025 ଆସନ୍ତା କାଲି ପୁରୀ ଜିଲ୍ଲା ରେ ପ୍ରବଳ ବର୍ଷା ପବନ ସହ ଘଡଘଡି ବିଜୁଳି ମାରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୁରୀ କୁ ୟେଲୋ ୱାର୍ଣ୍ଣି ଜାରିକରାଯାଇଛି l