କୋରାପୁଟ ସହର: ମାଛକୁଣ୍ଡ ଥାନା ସିକ୍ରେଲ ଏବଂ ମୁଣ୍ଡାପୁଟ ଉପକଣ୍ଠ ଜଙ୍ଗଲରେ ୨୦ ଏକର ଜମିର ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ଅବକାରୀ ଅଧିକ୍ଷକଙ୍କ ସୂଚନା
ଅବକାରୀ ବିଭାଗ ଓ ପୁଲିସ ଦ୍ୱାରା ମିଳିତ ଭାବେ ମାଛକୁଣ୍ଡ ଥାନା ସିକ୍ରେଲ ଏବଂ ମୁଣ୍ଡାପୁଟ ଉପକଣ୍ଠ ଜଙ୍ଗଲରେ ୨୦ ଏକର ଜମିରେ ଲାଗିଥିବା ଗଞ୍ଜେଇ ଗଛ କଟା ଯାଇଥିବା ଅବକାରୀ ଅଧୀକ୍ଷକ ଅରୁଣ କୁମାର ପାଢ଼ୀ ଆଜି ଅପରାହ୍ନ ଚାରିଟା ସମୟରେ ସୂଚନା ଦେଇଛନ୍ତି । ସିକ୍ରେଲ୍ ଓ ମୁଣ୍ଡାପୁଟ ଜଙ୍ଗଲରେ ବେଆଇନ ଗଞ୍ଜେଇ ଚାଷ କରା ଯାଇଥିବା ସୂଚନା ପାଇ ଶନିବାର ପୂର୍ବାହ୍ନରେ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ଙ୍କ ଉପସସ୍ଥିତିରେ ଗଞ୍ଜେଇ ଚାଷ ଜମିରେ ଚଢଉ