ରାୟଗଡା: କୋଲନରା ବ୍ଲକର ସଦର ଗ୍ରାମପଞ୍ଚାୟତର ଭୁଜବଳ ଓ ପି. ଲେକାପାଇ ଗ୍ରାମ ଗସ୍ତ କରି ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲା ଅଧିକାରୀ
Rayagada, Rayagada | Sep 8, 2025
ସୋମବାର ଅପରାହ୍ନରେ କୋଲନରା ବ୍ଲକର ସଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭୁଜବଳ ଓ ପି. ଲେକାପାଇ ଗ୍ରାମ ଗସ୍ତ କରି ଉନ୍ନତି ମୂଳକ କାର୍ଯ୍ୟ ର ସମୀକ୍ଷା...