ନବରଙ୍ଗପୁର ପୋଲିସ ଷ୍ଟେସନ: ଦୁଇଟି ବିଇଡି ସାର୍ଟିଫିକେଟ ଦେଇ ଚାକିରୀ କରିଥିବା କୋକଡା ଗୁଡା ର ଶିକ୍ଷୟତ୍ରୀ ଙ୍କୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ
ଦୁଇଟି ବିଇଡି ସାର୍ଟିଫିକେଟ ଦେଇ ଚାକିରୀ କରିଥିବା କୋକଡା ଗୁଡା ର ଶିକ୍ଷୟତ୍ରୀ ଙ୍କୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ ଚଞ୍ଚକତା କରି ଦୁଇଟି ବିଇଡି ସାର୍ଟିଫିକେଟ ଦେଇ ଚାକିରୀ ହାତେଇଥିବା ଶିକ୍ଷୟତ୍ରୀ ହେଲେ ନିଲମ୍ବିତ ସର୍ଭିସ ରୁଲ 1995 ର ଉଲଂଘନ କରିଥିବା ଅଭିଯୋଗ ରେ କୋଷାଗୁମୁଡା ବ୍ଲକ କୋକଡାଗୁଡା ସ୍କୁଲର ଶିକ୍ଷୟତ୍ରୀ ଆଶାରାଣୀ କର ଙ୍କୁ ନିଲମ୍ବନ ର ଆଦେଶ ଦେଇଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଛତ୍ରପତି ସାହୁ