ରାଜଗାଙ୍ଗପୁର: ଗମ୍ଭାରଢିହି ନିକଟରେ ବିଜୁ ଏକ୍ସପ୍ରେସୱେ ଉପରେ ଚଳନ୍ତା ଟ୍ରକ ରେ ଲାଗିଲା ନିଆଁ ଲିଭାଇଲା ଦମକଳ ବାହିନୀ
Rajagangapur, Sundargarh | Sep 6, 2025
ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଳକର ଗମ୍ଭାରଢିହି ନିକଟରେ ଆଜି ଅପରାହ୍ନରେ ସୁନ୍ଦରଗଡ଼ ଠାରୁ ରାଉରକେଲା ଯାଉଥିବା ଏକ ଟ୍ରକ ରେ ଅଚାନକ ନିଆଁ...