Public App Logo
Jansamasya
News
Maharashtra
Bjp
National
Police
Bihar
Coronavirus
कांग्रेस
मौत
Accident
Congress
Modi
Delhi
Viral
मध्यप्रदेश
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
Chhattisgarh
Uttarpradesh
Haryana
Uttarakhand
लखनऊ
Crimenews

ଝାରସୁଗୁଡା: ଝାରସୁଗୁଡା ସହର ସ୍ଥିତ ସଂଜୀବନି ହସ୍ପିଟାଲ ଠାରେ ଆଜି NICU ଓ ଡାଇଲେସିସ ୟୁନିଟ ର ଉଦ୍ଘାଟନ କଲେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ

ଝାରସୁଗୁଡା ସହର ସ୍ଥିତ ସଂଜୀବନି ହସ୍ପିଟାଲ ଠାରେ ଆଜି NICU ଓ ଡାଇଲେସିସ ୟୁନିଟ ର ଉଦ୍ଘାଟନ କଲେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ। ତେବେ ଆଜି ସକାଳ ସାଢେ ଦଶଟା ସମୟରେ ଆୟୋଜିତ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି NICU ଓ ଡାଇଲେସିସ ୟୁନିଟ ର ଉଦ୍ଘାଟନ କରିଥିବା ବେଳେ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ। ଏହା ଦ୍ବାରା ଝାରସୁଗୁଡା ଜିଲ୍ଲାର ଉଚ୍ଚ କୋଟିର ଚିକିତ୍ସାସେବା ମିଳିପାରିବ ଏବଂ ଏହା ଦ୍ବାରା ଅନେକ ଗୁରୁତର ରୋଗୀ ଓ ଶିଶୁ ଉପକୃତ ହୋଇପାରିବେ ବୋଲି ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ମତବ୍ୟକ୍ତ କରିଥିଲେ।

MORE NEWS

ମହାନଦୀକୁ ଡେଇଁବା ପରେ କହିଲେ— 'ରେସ୍କ୍ୟୁ ଟାଇମ୍ ଚେକ୍ କରୁଥିଲି!' 
ସମ୍ବଲପୁର ଚାଉରପୁର ମହାନଦୀ ବ୍ରିଜ୍‌ରୁ ନଦୀକୁ ଡେଇଁବା ପରେ ଉଦ୍ଧାର ହେଲେ ଯୁବକ। ତା'ପରେ ତାଙ୍କ ବୟାନ ସମସ୍ତଙ୍କୁ ଚକିତ କରିଦେଲା। 

#Sambalpur #Mahanadi #MahanadiBridge #Odisha #OdishaNews #BreakingNews #NFTV #NFTVShorts #RescueOperation #FireServices #OdishaPolice #Viral #ViralReels #Trending #NewsReels #Rescue #Bridge #HighDrama #OdishaViral #LatestNews #IndiaNews #ReelsIndia #InstaReels #FacebookReels #NewsUpdate

ମହାନଦୀକୁ ଡେଇଁବା ପରେ କହିଲେ— 'ରେସ୍କ୍ୟୁ ଟାଇମ୍ ଚେକ୍ କରୁଥିଲି!' ସମ୍ବଲପୁର ଚାଉରପୁର ମହାନଦୀ ବ୍ରିଜ୍‌ରୁ ନଦୀକୁ ଡେଇଁବା ପରେ ଉଦ୍ଧାର ହେଲେ ଯୁବକ। ତା'ପରେ ତାଙ୍କ ବୟାନ ସମସ୍ତଙ୍କୁ ଚକିତ କରିଦେଲା। #Sambalpur #Mahanadi #MahanadiBridge #Odisha #OdishaNews #BreakingNews #NFTV #NFTVShorts #RescueOperation #FireServices #OdishaPolice #Viral #ViralReels #Trending #NewsReels #Rescue #Bridge #HighDrama #OdishaViral #LatestNews #IndiaNews #ReelsIndia #InstaReels #FacebookReels #NewsUpdate

Jharsuguda, Jharsuguda | Jul 14, 2026

ଉପ ମୁଖ୍ୟମନ୍ତ୍ରୀଙ୍କ ମୁହଁ ଉପରେ କ୍ଷୋଭ ଝାଡ଼ିଲେ ଅଙ୍ଗନଵାଡ଼ି ଦିଦି | NFTV Shorts
#PravatiParida #PrabhatiParida #Sambalpur #Odisha #OdishaNews #OdishaPolitics #Anganwadi #AnganwadiDidi #DeputyCM #BreakingNews #PoliticalNews #SambalpurNews #OdiaNews #OdishaUpdates #NewsShorts #NFTV #NFTVShorts #Reels #Shorts #ViralVideo #Trending #PublicVoice #WomenEmpowerment #LatestNews #IndiaNews #NewsUpdate

ଉପ ମୁଖ୍ୟମନ୍ତ୍ରୀଙ୍କ ମୁହଁ ଉପରେ କ୍ଷୋଭ ଝାଡ଼ିଲେ ଅଙ୍ଗନଵାଡ଼ି ଦିଦି | NFTV Shorts #PravatiParida #PrabhatiParida #Sambalpur #Odisha #OdishaNews #OdishaPolitics #Anganwadi #AnganwadiDidi #DeputyCM #BreakingNews #PoliticalNews #SambalpurNews #OdiaNews #OdishaUpdates #NewsShorts #NFTV #NFTVShorts #Reels #Shorts #ViralVideo #Trending #PublicVoice #WomenEmpowerment #LatestNews #IndiaNews #NewsUpdate

Jharsuguda, Jharsuguda | Jul 14, 2026

ଜଙ୍ଗଲରେ ଚାଲିଥିଲା ଗଞ୍ଜେଇ ଡିଲ୍... ମାଡ଼ି ବସିଲା ପୋଲିସ | ୯ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୭ ଗିରଫ

#Boudh #Kantamal #Manamunda #Odisha #OdishaNews #BreakingNews #CrimeNews #Ganja #GanjaSeized #DrugBust #NDPS #PoliceRaid #OdishaPolice #BoudhPolice #ForestRaid #CrimeAlert #NFTV #NewsUpdate

ଜଙ୍ଗଲରେ ଚାଲିଥିଲା ଗଞ୍ଜେଇ ଡିଲ୍... ମାଡ଼ି ବସିଲା ପୋଲିସ | ୯ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୭ ଗିରଫ #Boudh #Kantamal #Manamunda #Odisha #OdishaNews #BreakingNews #CrimeNews #Ganja #GanjaSeized #DrugBust #NDPS #PoliceRaid #OdishaPolice #BoudhPolice #ForestRaid #CrimeAlert #NFTV #NewsUpdate

Jharsuguda, Jharsuguda | Jul 14, 2026

ଝାରସୁଗୁଡା: ଝାରସୁଗୁଡା ସହର ସ୍ଥିତ ସଂଜୀବନି ହସ୍ପିଟାଲ ଠାରେ ଆଜି NICU ଓ ଡାଇଲେସିସ ୟୁନିଟ ର ଉଦ୍ଘାଟନ କଲେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ - Jharsuguda News