ରାଉରକେଲା ଗସ୍ତରେ ଥିବା ରାଜ୍ଯ ବିଜେପି ଉପ ସଭାପତି ଗୋଲକ ମହାପାତ୍ରଙ୍କୁ ଶନିବାର ପୂର୍ବାହ୍ନରେ ସର୍କିଟ୍ ହାଉସ୍ ଠାରେ ବିଜେପି ଦଳର କାର୍ଯ୍ୟକର୍ତ୍ତା ମାନେ ସ୍ୱାଗତ ଓ ସମ୍ବର୍ଦ୍ଧନା କରିଛନ୍ତି।ପରେ ଶ୍ରୀ ମହାପାତ୍ର ରାଉଲକେଲା ହନୁମାନ ବାଟିକା ଠାରେ ପ୍ରଭୁ ମହାବୀରଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହ ଜଗତ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ।