ବିରିଡି: ରାସ୍ତାପାର୍ଶ୍ୱରେ ମଲାଗୋରୁଗାଇପକାଯାଉଥିବାରୁଚାଷୀଖଣ୍ଡ୯,୧୦,୧୧ୱାର୍ଡବାସୀଙ୍କମଧ୍ୟରେଉତେଜନା, ଶୁକ୍ରବାର ୪ଟାରେ ପ୍ରତିକ୍ରିୟାରଖିଲେଗ୍ରାମ ବାସୀ
ରାସ୍ତାପାର୍ଶ୍ୱରେ ପକାଯାଉଛି ମଲା ଗୋରୁଗାଇ, ଦୁର୍ଗନ୍ଧରେ ଫାଟି ପଡୁଛି ନାକ, ଅତିଷ୍ଟ ହୋଇପଡିଲେଣି ଚାଷୀଖଣ୍ଡ ୯,୧୦,୧୧ନମ୍ବର ୱାର୍ଡ ବାସୀ, ଏହାକୁ ନେଇ ସେମାନଙ୍କ ମଧ୍ୟରେ ଉତେଜନା ଦେଖାଦେଇଛି, ବୁଧବାର ଅପରାହ୍ନ ୪ଟାରେ ପ୍ରତିକ୍ରିୟା ରଖିଲେ ଗରମବାସୀ