Public App Logo
Jansamasya
कांग्रेस
बीजेपी
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Madhya_pradesh
Ipl
Rahulgandhi
Haryana
Cricket
शादी
Crimenews
Kolkata
Aap
Rss
Bareilly
Agra
Politics
जेल
Mumbai
Jodhpur
Amitshah

କେନ୍ଦୁଝର ସହର: ପଦାର୍ଥ ବିଜ୍ଞାନ ବିଭାଗର ସ୍ବାଗତ ଉତ୍ସବ ରେକୁଟିଆ ସ୍ଥିତ କୁଶଳେଶ୍ଵର ଆଞ୍ଚଳିକ ମହାବିଦ୍ୟାଳୟରେ ଅନୁଷ୍ଟିତ

ପଦାର୍ଥ ବିଜ୍ଞାନ ବିଭାଗର ସ୍ବାଗତ ଉତ୍ସବ ଘସିପୁରା ବ୍ଲକ ଅନ୍ତର୍ଗତ ରେକୁଟିଆ ସ୍ଥିତ କୁଶଳେଶ୍ଵର ଆଞ୍ଚଳିକ ମହାବିଦ୍ୟାଳୟ ରେ +୩ ପ୍ରଥମ ବର୍ଷ ପଦାର୍ଥ ବିଜ୍ଞାନ ବିଭାଗର ଛାତ୍ର ଛାତ୍ରୀ ମାନଙ୍କୁ ବିଭାଗ ତରଫରୁ ସ୍ଵାଗତ କରାଯାଇଛି।ଉକ୍ତ ସଭାରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ସଞ୍ଜୟ ମିଶ୍ର ସଭାପତିତ୍ବ ଦାୟିତ୍ଵ ତୁଲାଇଥିବା ବେଳେ ବିଭାଗର ମୁଖ୍ୟ ଲେଫ୍ଟନାଣ୍ଟ ସତ୍ୟବ୍ରତ ପତି ଏହାକୁ ପରିଚାଳନା କରିଥିଲେ। ଉକ୍ତ ସଭାରେ ମହାବିଦ୍ୟାଳୟ ର ବିଭିନ୍ନ ଅଧ୍ୟାପକ ଓ ଅଧ୍ୟାପିକା ଯଥା ବିଜୟ ସାହୁ, ଭବାନୀ ପ୍ରସାଦ ବଳ, ସୁଧାକର ଜେନା, ମହେଶ୍ୱର ଜେନା, ଅଳକା ପାଢ଼ୀ, ଭାବିଲତା ରାଉତ ଉପସ୍ଥିତ ଥିଲେ

MORE NEWS