ସୋରଡା: ସୋରଡ଼ା ନିର୍ବାଚନ ମଣ୍ଡଳୀର ହରିପୁର ଗ୍ରାମର ୮୦ପରିବାର କୁ ନାଇଁ ପକ୍କା ରାସ୍ତା, ବର୍ଷା ହେଲେ ଯାତାୟାତ ଠପ #jansamasya
Surada, Ganjam | Aug 24, 2025
ଆଜିବି ମୌଳିକ ସୁବିଧା ରୁ ବଞ୍ଚିତ ହରିପୁର ଗ୍ରାମର ୮୦ପରିବାର, ଏ ହେଉଛି ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ହରିପୁର ଗ୍ରାମର ବିକଳ...