ଆଜି ସନ୍ଧ୍ୟା 7.30 ସମୟରେ କନ୍ୟା ମାତାପିତାଙ୍କ ଧନୁପାଲି ହନୁମାନ ନଗରର ସ୍ଥିତ ବାସଭବନ ଠାରେ ମାତା ସୀତାଙ୍କ ନିର୍ବନ୍ଧ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଵୄକ୍ସହିଲ ସ୍ଥିତ ହନୁମାନ ମନ୍ଦିର ରୁ ପ୍ରଭୁ ଶ୍ରୀ ରାମଙ୍କ ପିତା ମାତା ଓ ମନ୍ଦିର ପରିଚାଳନା କମିଟିର ସଦସ୍ୟ ତଥା ମନ୍ଦିରର ମହିଳା ସତସଙ୍ଗ ର ସଭ୍ୟା ଆଜି ଧନୁପାଲି ପହଞ୍ଚି ବୈଦିକ ରୀତି ରେ ମାତା ସୀତାଙ୍କ ନିର୍ବନ୍ଧ କାର୍ଯ୍ୟ ସମ୍ପର୍ଣ୍ଣ କରିଥିଲେ । ଆସନ୍ତା କାଲି ମନ୍ଦିର ପରିସରରେ ମାତା ସୀତା ଓ ପ୍ରଭୁ ଶ୍ରୀରାମଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ । ଚଳିତ ବର୍ଷ ଶ୍ରୀ ରାମ ଙ୍କ ମାତା ପିତା ର କାର୍ଯ୍ୟ ତୁଲାଇବା ନିମନ