ସୋହେଲା: ଖପାନପାଲି କଲୋନି ଠାରେ ଆଜି କରମସାନୀ ପୂଜା ମହାସମାରୋହରେ ଆରମ୍ଭ ହୋଇଯାଇଛି
ସୋହେଲା ବ୍ଲକ ଅନ୍ତର୍ଗତ ଖପାନପାଲି କଲୋନି ଠାରେ କରମସାନୀ ପୂଜା ଆଜି ମହାସମାରୋହରେ ଆରମ୍ଭ ହୋଇଯାଇଛି । କଲୋନୀର ମଧୁ ଲୁହା ସ୍ୱତନ୍ତ୍ର ଭାବେ ଦୀର୍ଘ ସାତବର୍ଷ ହେବ ଏହି କରମସାନୀ ପୂଜା କରୁଛନ୍ତି । ଏହି ବର୍ଷ ସପ୍ତମ ବର୍ଷ ହେବାରୁ ମହା ଆଡମ୍ବରରେ ପାଳନ ହେଉଥିବା ପୂଜାରେ ଆଜି 9 PM ରେ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ