Public App Logo
Jansamasya
Aimim
Railway
Bsf
Fatehpur
Meerut
Raebareli
Kashmir
���ाकिस्तान
Trending
���िवाद
Bengal
���खिलेश
���ारतीय
���ोगी_आदित्यनाथ
Faridabad
Arvindkejriwal
Jajpur
���ोधपुर
Nagaur
Rahul
Indianews
New_delhi
Crpf
Viralvideo
Latestnews
Shorts
���ामनवमी
Cuttack
���द

ଜଟଣୀ: ଖୋର୍ଦ୍ଧା - ଜଟଣୀ - ପିପିଲି ମୁଖ୍ୟ ରାସ୍ତାର ଜଟଣୀ କୁଦିଆରୀ ଠାରେ ରାସ୍ତା ରୋକ ଆନ୍ଦୋଳନ କଲେ ଗ୍ରାମବାସୀ, ଯାତାୟାତ ଠପ

Jatani, Khordha | Jul 23, 2025
ଖୋର୍ଦ୍ଧା - ଜଟଣୀ - ପିପିଲି ମୁଖ୍ୟ ରାସ୍ତାର ଜଟଣୀ କୁଦିଆରୀ ଠାରେ ରାସ୍ତା ରୋକ ଆନ୍ଦୋଳନ କଲେ ଜଟଣୀ କୁଦିଆରୀ ଗ୍ରାମବାସୀ, ଯାତାୟାତ ଠପ ଓ ଘଟଣା ସ୍ଥଳରେ ଜଟଣୀ ତହସିଲଦାର ଓ ଥାନା ଅଧିକାରୀ | ଏହି ଘଟଣା ଆଜି ଦିନ 11 ଘଣ୍ଟିକା ସମୟରେ ଘଟିଛି |