ନଭେମ୍ବର ୨୨ ତାରିଖ ସକାଳ ପ୍ରାୟ ୬ ଟାରୁ ଶ୍ରମିକ ବିରୋଧୀ ଶ୍ରମ କାର୍ଡ ଯୋଗୁଁ ଭବିଷ୍ୟତକୁ କେନ୍ଦ୍ରସରକାର ମନମାନିକୁ ଚାଲିବ ନାହିଁ, ଏଣୁ ସିଟୁ ଦଳ ତରଫରୁ ବିଶ୍ରା ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି, ehaku ଅତିଶୀଘ୍ର ପରିବର୍ତନ ନ କଲେ ଆଗକୁ ରାଜରାସ୍ତା ସବୁକୁ ବନ୍ଦ କରିଦିଆଯିବ ବୋଲି ଘୋଷଣା କରାଯାଇଛି