ସୁନ୍ଦରଗଡ ସହର: ହେମଗିର ବ୍ଲକ କଲ୍ୟାଣ ମଣ୍ଡପରେ ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ମେଳା ଅନୁଷ୍ଠିତ
Sundargarh Town, Sundargarh | Jun 6, 2025
ଆଜି ଜୁନ୍ ମାସ 6 ତାରିଖ ଶୁକ୍ରବାର ରାଜ୍ୟ ସରକାରଙ୍କ ଆଦେଶ କ୍ରମେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଆଜି ପୂର୍ବାହ୍ନ 10 ଟା ରୁ ଅପରାହ୍ନ 3...