ଡ଼ିସେମ୍ବର, ୩୧ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟା ୩୦ ମିନିଟ ପାଖାପାଖି ଡ୍ରାଇଭର ମହାସଙ୍ଘ କାର୍ଯ୍ୟାଳୟ ପାଇଁ ଜମି ଯୋଗାଇ ଦେବାକୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି, ପୂର୍ବରୁ ଡ୍ରାଇଭର ମହାସଙ୍ଘର ସଭାପତି ବି. ମାହାନ୍ତ ଓ ସମ୍ପାଦକ ହରିଓମ କେଶରୀ ଓ ସଂଘର କର୍ମକର୍ତ୍ତାଗଣ ସମେତ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରି, ବାଲୁଘାଟ ଠାରେ, ସେମାନେ ଚୟନ କରିଥିବା ଜମିକୁ ପ୍ରଦାନ କରିବା ପାଇଁ ଅନୁରୋଧ କରିଛନ୍ତି