Public App Logo
Jansamasya
News
पुलिस
Bjp
National
Police
Bihar
बिहार
कांग्रेस
मौत
बीजेपी
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
शादी

ଜୟପୁର: ଲୁଟ ମାମଲା ରେ ଗୋପବନ୍ଧୁ ନଗର ରୁ 3 ଅଭିଯୁକ୍ତ କୁ ଗିରଫ କରିଛି ଜୟପୁର ଟାଉନ ପୋଲିସ

Jeypore, Koraput | Nov 28, 2025
ଜୟପୁର ପୁରୁଣାଗଡ ଅଞ୍ଚଳରେ ଦାଦାବଟି ଆଦାୟ କରୁଥିବା ମାମଲାରେ ଆଜି ଜୟପୁର ଟାଉନ ପୁଲିସ ୩ଜଣକୁ ଗିରଫ କରି ରାତ୍ର 8ଟାରେ କୋର୍ଟ ଚାଲାଣ କରିଛି। ୩ ଅଭିଯୁକ୍ତ ମାନେ ହେଲେ ଗୋପବନ୍ଧୁ ନଗର ଅଞ୍ଚଳର କେ.ହରିଶ ,ଟି.ଶଙ୍କର,,ପଦ୍ମନ ମାଛ । ଗତ ୨ ତାରିଖରେ ପୁରୁଣାଗଡ ଅଞ୍ଚଳରେ ଛୁରି ଦେଖାଇ ଟଙ୍କା ଲୁଟ କରୁଥିବା ନେଇ ଅଭିଯୋଗ ହୋଇଥିଲା। ସେହିପରି ଏହି ୩ଜଣ ଅଭିଯୁକ୍ତ ଗତ ୨୬ ତାରିଖରେ ନୂଆ ସାହି ପାର୍କ ଲାଇନ ନିକଟରେ ଜାମୁଣ୍ତାର ଦୈତାରି ହରିଜନଙ୍କ ଠାରୁ ୯ହଜାର ଟଙ୍କା ଲୁଟି ନେଇଥିବା ନେଇ ଟାଉନଥାନାରେ ଅଭିଯୋଗ ହୋଇଥିଲା। ଏନେଇ ପୁଲିସଏକ ମାମଲା ରୁଜୁ କରିଥିଲା।

MORE NEWS