ଖୁଣ୍ଟୁଣୀ: ଖୁଣ୍ଟୁଣି ସ୍ଥିତ ନୂଆ ଟୋଲଗେଟ ନିକଟରେ ଟ୍ରକ ଦୁର୍ଘଟଣା, ଡ୍ରାଇଭର ମୃତ
ରାତ୍ରି ରେ କଟକ ପଟୁ ଅନୁଗୋଳ ଅଭିମୁଖେ ଯାଉଥିବା ଏକ ମାଲ୍ ବୋଝେଇ ଟ୍ରକ୍ ଖୁଣ୍ଟୁଣୀ ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଖୁଣ୍ଟୁଣି ନିକଟରେ ନୂତନ କରି ତିଆରି ହେଉଥିବା ଟୋଲ ଗେଟ୍ ରେ ଆଲୋକି କରଣ ନଥିବାରୁ ଡ୍ରାଇଭର ଭାରସାମ୍ୟ ହରାଇ ଟୋଲ ଗେଟ୍ ରେ ଟ୍ରକ୍ ଟି ଧକ୍କା ଦେଇଛି। ଏଥିରେ ଡ୍ରାଇଭର ଙ୍କ ମୁତ୍ୟୁ ଘଟିବା ସହିତ ହେଲପର ଘଟଣା ସ୍ଥଳରୁ ଫେରାର ହେଇଥିବା ର ସୂଚନା ମିଳିଛି।