ଖୋର୍ଦ୍ଧା: ଚାଷୀଙ୍କୁ ତହସିଲଦାରଙ୍କ ଦୁର୍ବ୍ୟବହାର ଓ ବିଲଡର ପ୍ରୀତି ନେଇ ବଣିଆଟାଙ୍ଗୀ ଠାରେ ସଙ୍ଗୀନ ଅଭିଯୋଗ କଲେ ଚାଷୀ <nis:link nis:type=tag nis:id=jansamasya nis:value=jansamasya nis:enabled=true nis:link/>
ଖୋର୍ଦ୍ଧା ତହସିଲଦାର ଚାଷୀଙ୍କୁ ଦୁର୍ବ୍ୟବହାର ଓ ବିଲଡର ପ୍ରୀତି ନେଇ ସଙ୍ଗୀନ ଅଭିଯୋଗ ଆଣିଲେ ବଣିଆଟାଙ୍ଗୀ ଗ୍ରାମର ଚାଷୀ lଏ ନେଇ ଆଜି ପୂର୍ବାହ୍ନ ସମୟରେ ବଣିଆଟାଙ୍ଗୀ ଠାରେ ପ୍ରତିକ୍ରିୟା ରଖିଲେ ଚାଷୀ l