ବାରମ୍ବାର ଚୋରି ହେଉଥିବା ଅଭିଯୋଗ ନେଇ କୋଡ଼ିଙ୍ଗା ଥାନା ଘେରିଲେ ବଣିକସଙ୍ଘ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ମୁଖ୍ୟ ବଜାରରେ ପୁଣି ଏକ ଦୋକାନର ସଟର ଭାଙ୍ଗି ଚୋରି ହୋଇଛି।ବିଳମ୍ବିତ ରାତ୍ରରେ ଓ୍ଵାକାର ହସମଦ କିରାନା ଦୋକାନର ସଟର ଭାଙ୍ଗି କିରାନା ସାମଗ୍ରୀ ଶହ ଟଙ୍କା ଚୋରି ହୋଇଥିବା କୋଡ଼ିଙ୍ଗା ଥାନାରେ ଏତଲା ଦେଇଛନ୍ତି। ଏନେଇ ୩୩୧/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ। ବାରମ୍ବାର ଚୋରି ହେଉଥିବା ଅଭିଯୋଗ କରି ଥାନା ଘେରାଉ କରିଛି ସଙ୍ଘ