ଦେବଗଡ: ଜିଲ୍ଲାରେ ବଜ୍ରପାତ ଓ ଝଡ଼ତୋଫାନ ସହିତ ପ୍ରବଳ ବର୍ଷା ସମ୍ଭାବନା ନେଇ ୧୬ ଓ ୧୭ ତାରିଖ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି
Debagarh, Debagarh (Deogarh) | Jun 15, 2025
ଦେବଗଡ ଜିଲ୍ଲାରେ ବଜ୍ରପାତ ଓ ଝଡ଼ତୋଫାନ ସହିତ ମୌସୁମି ଜନିତ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧୬ ଏବଂ ୧୭ ତାରିଖରେ ଜିଲ୍ଲାର ବିଭିନ୍ନ ସ୍ଥାନରେ...