ଉମରକୋଟ: ଉମରକୋଟ ରେ ଅସ୍ମିତା ୱେଇଟ ଲିଫଟିଙ୍ଗ ଲିଗ ଅନୁଷ୍ଠିତ, ଯୋଗଦେଲେ ଅର୍ଜୁନ ପୁରସ୍କାର ବିଜେତା କେ ରବି କୁମାର
ଉମରକୋଟ ରେ ଅସ୍ମିତା ୱେଇଟ ଲିଫଟିଙ୍ଗ ଲିଗ ଅନୁଷ୍ଠିତ, ଯୋଗଦେଲେ ଅର୍ଜୁନ ପୁରସ୍କାର ବିଜେତା ରବି କୁମାର କେନ୍ଦ୍ର ସରକାର ଙ୍କ କ୍ରୀଡା ମନ୍ତ୍ରଣାଳୟ ଆନୁକୂଲ୍ୟ ରେ ଖେଲୋ ଇଣ୍ଡିଆ ଅଭିଯାନ ଅଧୀନ ରେ ନବରଙ୍ଗପୁର ଜିଲ୍ଲା ର ଉମରକୋଟ ରେ ଅସ୍ମିତା ୱେଇଟ ଲିଫଟିଙ୍ଗ ଲିଗ ଅନୁଷ୍ଠିତ ହୋଇଛି। ଜିଲ୍ଲା ଭାରଉତ୍ତୋଳନ ଆସୋସିଏସନ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ 46 ଜଣ ମହିଳା ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଧାୟକ ନରସିଂହ ଭତରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଅର୍ଜୁନ ପୁରସ୍କାର ବିଜେତା ଅଲମ୍ପିୟାନ କେ ରବି କୁମାର ଯୋଗଦେଇଥିଲେ