ସୁନ୍ଦରଗଡ ସହର: ଏନଟିପିସି ଡୁଳିଙ୍ଗା ଓବି ୟାର୍ଡ ପାଇଁ ସାନଘୁମୁଡ଼ା ପଞ୍ଚାୟତର ଖୁଣ୍ଟି ଝରିଆ ଗ୍ରାମବାସୀଙ୍କ ଘରେ ପଶିଲା ଆଣ୍ଠୁଏ ଉଚ୍ଚର ପାଣି
Sundargarh Town, Sundargarh | Aug 22, 2025
ଆଜି ଅଗଷ୍ଟ 22 ତାରିଖ ଶୁକ୍ରବାର ଏହି ଦୃଶ୍ୟ ହେଉଛି ପୂର୍ବାହ୍ନ 11 :15 ସମୟର । ହେମଗିର ବ୍ଲକ୍ ଏନ୍ ଟି ପି ସି ଡୁଳିଙ୍ଗା ଓ ବି ୟାର୍ଡ...