ଭୋଗରାଇ: ସାହାବାଜିପୁର ନିକଟରେ ସଡ଼କ ଦୁର୍ଘଟଣା, ଜଣେ ଗୁରୁତର
ବାଲେଶ୍ୱର ଜିଲ୍ଲା ଭୋଗରାଇ ୫୭ ନମ୍ବର ରାଜ୍ୟରାଜପଥ ସାହାବାଜିପୁର ନିକଟରେ ସଡ଼କ ଦୁର୍ଘଟଣା, ଜଣେ ଗୁରୁତର , ଗୁରୁତର ଯୁବକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ଦେଖିବାକୁ ମିଳିଛି । ଘଟଣାକୁ ନେଇ ଅଧିକ ତଦନ୍ତ କରୁଛି ତାଳସାରି ସାମୁଦ୍ରିକ ପୋଲିସ ।